ପୂଜାରେ ଅଘଟଣ, ଲଗାଣ ବର୍ଷାରେ ଭୁଶୁଡିଲା ଡମଣା ତୋରଣ ଗେଟ୍‌

Published By : Prameya-News7 Bureau | October 04, 2022 IST

ଭୁବନେଶ୍ୱର ୦୪।୧୦: ଦଶହରା ପୂଜାରେ ଅଘଟଣ । ଭୁଶୁଡିଲା ଡମଣା ପୂଜା ତୋରଣ । ଅଳ୍ପକେ ବର୍ତ୍ତିଗଲେ ପଥଚାରୀ ଏବଂ ବାଇକ ଆରୋହୀ ।

ଖବର ଅନୁଯାୟୀ , ଡମଣା ଛକରେ ଥିବା ତୋରଣର ଗେଟ୍‌ ଆଜି ବର୍ଷା ପବନ ସାଙ୍ଗକୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ଯାହାଫଳରେ ତୋରଣର ଗେଟ୍‌ଟି ଭାଙ୍ଗିଯାଇଛି । ତେବେ ସର୍ଟ ସର୍ଟିକ ହେବାରୁ ୨ଥର ବଡ଼ଧରଣର ବିସ୍ଫୋରଣ ହୋଇଥିଲା ବୋଲି ସ୍ଥାନୀୟଲୋକେ କହିଛନ୍ତି ।କିନ୍ତୁ ଭାଗ୍ୟବଶତଃ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.