ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ପୂଜାରେ ଅଘଟଣ, ଲଗାଣ ବର୍ଷାରେ ଭୁଶୁଡିଲା ଡମଣା ତୋରଣ ଗେଟ୍‌

4/10/2022 at 2:02 PM

ଭୁବନେଶ୍ୱର ୦୪।୧୦: ଦଶହରା ପୂଜାରେ ଅଘଟଣ । ଭୁଶୁଡିଲା ଡମଣା ପୂଜା ତୋରଣ । ଅଳ୍ପକେ ବର୍ତ୍ତିଗଲେ ପଥଚାରୀ ଏବଂ ବାଇକ ଆରୋହୀ ।

ଖବର ଅନୁଯାୟୀ , ଡମଣା ଛକରେ ଥିବା ତୋରଣର ଗେଟ୍‌ ଆଜି ବର୍ଷା ପବନ ସାଙ୍ଗକୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲା । ଯାହାଫଳରେ ତୋରଣର ଗେଟ୍‌ଟି ଭାଙ୍ଗିଯାଇଛି । ତେବେ ସର୍ଟ ସର୍ଟିକ ହେବାରୁ ୨ଥର ବଡ଼ଧରଣର ବିସ୍ଫୋରଣ ହୋଇଥିଲା ବୋଲି ସ୍ଥାନୀୟଲୋକେ କହିଛନ୍ତି ।କିନ୍ତୁ ଭାଗ୍ୟବଶତଃ ଏଥିରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ।

   Related Posts