ଡକାୟତି ଉଦ୍ୟମ ଯୋଜନା ବେଳେ ୭ ଡକାୟତ ଗିରଫ

Published By : Prameya-News7 Bureau | April 17, 2018 IST

ଡକାୟତଙ୍କୁ ଗିରଫ କଲା ଭୁବନେଶ୍ବର ନୟାପଲ୍ଲି ଥାନା ପୋଲିସ ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ ହାତିଆଶୁଣି ମନ୍ଦିରରେ ବସି କରୁଥିଲେ ଡକାୟତି ଯୋଜନା ସୂଚନା ଦେଲେ ଡିସିପି ଅନୁପ ସାହୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.