ରାଜଧାନୀରେ ଚାଞ୍ଚଲ୍ୟ, ଭାଇ-ଭାଉଜଙ୍କ ଝଗଡ଼ାରେ ଭଉଣୀଙ୍କ ତିନି ମାସର ଗର୍ଭ ନଷ୍ଟ

ବାରଙ୍ଗ ୨୭।୦୭ : ରାଜଧାନୀରେ ଚାଞ୍ଚଲ୍ୟ । ଗର୍ଭବତୀ ମହିଳାଙ୍କୁ ମାଡ । ଆକ୍ରମଣରେ ମହିଳାଙ୍କ ତିନି ମାସର ଗର୍ଭ ହେଲା ନଷ୍ଟ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥାନାକୁ ଯାଇଥିଲେ ମଧ୍ୟ ଅଭିଯୋଗ ରଖିଲାନି ପୋଲିସ୍। ଚନ୍ଦ୍ରଶେଖରପୁର ଥାନା ଇଶାନେଶ୍ୱର ବସ୍ତିରେ ଘଟିଛି ଅଭାବବନୀୟ ଘଟଣା । ଖବର ଅନୁଯାୟୀ, ଭାଇ ଭାଉଜଙ୍କୁ ରହିବା ପାଇଁ ଭଉଣୀ ଦେଇଥିଲେ ଘର। ଭାଇ ଭାଉଜ ଘର ଦେଲେନି କି ଟଙ୍କା ଦେଲେନି। ବାରମ୍ଵାର ସାହି କମିଟିରେ ଗୁହାରି … Continue reading ରାଜଧାନୀରେ ଚାଞ୍ଚଲ୍ୟ, ଭାଇ-ଭାଉଜଙ୍କ ଝଗଡ଼ାରେ ଭଉଣୀଙ୍କ ତିନି ମାସର ଗର୍ଭ ନଷ୍ଟ