suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଟେଲିଫେ।ନରେ ଧମକ ଦେଇଥିବା ବ୍ୟକ୍ତି ଗିରଫ

25/05/2018 at 6:43 AM

ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଟେଲିଫେ।ନରେ ଧମକ ଦେଇଥିବା ବ୍ୟକ୍ତି ଗିରଫ । ଅଭିଯୁକ୍ତକୁ ନୟାଗଡରୁ ଗିରଫ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ବସନ୍ତ ପୃଷ୍ଟି । ତାଙ୍କ ଘର ନୟାଗଡରେ । ତେବେ ବସନ୍ତଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣାଯାଇଛି । ଗତ କିଛି ଦିନ ତଳେ ବସନ୍ତଙ୍କ ପତ୍ନୀ ଘର ଛାଡି ଚାଲିଯାଇଛନ୍ତି । ଏହାପରେ ମାନସିକ ଚାପରେ ଥିବା ବସନ୍ତ ସ୍ୱାଭାବିକ ଆଚରଣ କରୁଥିବାବେଳେ ଗତକାଲି ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଟେଲିଫେ।ନ ଯେ।ଗେ ଧମକ ଦେଇଥିଲା ।
ଏନେଇ ଡିସିପି ଅନୁପ ସାହୁ ସୁଚନା ଦେଇଛନ୍ତି ।

Leave a Reply

   Related Posts