ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ
16/06/2018 at 10:14 AM

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ । ୨୫୦ ଗ୍ରାମର ସୁନା ଜବତ କରିଛି କଷ୍ଟମ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ସୁନା ସ୍ମଗଲିଂ ଅଭିଯୋଗରେ ପଞ୍ଜାବ ମୋହାଲିର ଜଣେ ଯୁବକଙ୍କୁ ଅଟକ ରଖିଛି କଷ୍ଟମ ବିଭାଗ । ବ୍ୟାଙ୍କକରୁ ଭୁବନେଶ୍ବର ଦେଇ ଆଣୁଥିବା ବେଳେ ଧରାପଡିଲେ ।