ଭୁବନେଶ୍ବର ୨୨।୪: ଜଳୁଛି ସାରା ଓଡିଶା । ଡହ ଡହ ଖରା ସାଙ୍ଗକୁ ତାତି କରୁଛି କଲବଲ । ତାତିର ସବୁ ରେକର୍ଡ ଭାଙ୍ଗିଲା ରାଜଧାନୀ ଭୁବନେଶ୍ବର । ୪୩.୮ ଡିଗ୍ରୀ ସହ ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା ରେକର୍ଡ ହୋଇଛି । ସୋମବାର ରେକର୍ଡ ତାପମାତ୍ରା ଅନୁଯାୟୀ,
ପାରଳାଖେମୁଣ୍ଡି- ୪୨.୯
ବାରିପଦା- ୪୨.୬
ନୂଆପଡା- ୪୨.୪
କେନ୍ଦ୍ରାପଡା- ୪୧.୮
ଜଗତସିଂହପୁର- ୪୧.୬
ଭଦ୍ରକ- ୪୧.୦
ଯାଜପୁର- ୪୧.୦
ବୌଦ୍ଧ- ୪୦.୮
ଅନୁଗୋଳ- ୪୦.୭
ଚାନ୍ଦବାଲି- ୪୦.୪
ତାଳଚେର- ୪୦.୪
ଢେଙ୍କାନାଳ- ୪୦.୧
ଭବାନୀପାଟଣା- ୩୯.୨
କଟକ- ୪୦.୨
ମାଲକାନଗିରି- ୪୦.୧
ବାଲେଶ୍ବର- ୪୦.୭
ନୟାଗଡ- ୪୦.୦
ସୁନ୍ଦରଗଡ- ୩୯.୮
You Can Read :
୪୩ ଟପିଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା, ପାଲଟିଲା ସବୁଠୁ ଉତ୍ତପ୍ତ ସହର