୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା, ୪୩.୮ ଡିଗ୍ରୀ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ

Published By : Prameya-News7 Bureau | April 22, 2024 IST

ଭୁବନେଶ୍ବର ୨୨।୪: ଜଳୁଛି ସାରା ଓଡିଶା । ଡହ ଡହ ଖରା ସାଙ୍ଗକୁ ତାତି କରୁଛି କଲବଲ । ତାତିର ସବୁ ରେକର୍ଡ ଭାଙ୍ଗିଲା ରାଜଧାନୀ ଭୁବନେଶ୍ବର । ୪୩.୮ ଡିଗ୍ରୀ ସହ ଭୁବନେଶ୍ବର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା ରେକର୍ଡ ହୋଇଛି । ସୋମବାର ରେକର୍ଡ ତାପମାତ୍ରା ଅନୁଯାୟୀ,

ପାରଳାଖେମୁଣ୍ଡି- ୪୨.୯

ବାରିପଦା- ୪୨.୬

ନୂଆପଡା- ୪୨.୪

କେନ୍ଦ୍ରାପଡା- ୪୧.୮

ଜଗତସିଂହପୁର- ୪୧.୬

ଭଦ୍ରକ- ୪୧.୦

ଯାଜପୁର- ୪୧.୦

ବୌଦ୍ଧ- ୪୦.୮

ଅନୁଗୋଳ- ୪୦.୭

ଚାନ୍ଦବାଲି- ୪୦.୪

ତାଳଚେର- ୪୦.୪

ଢେଙ୍କାନାଳ- ୪୦.୧

ଭବାନୀପାଟଣା- ୩୯.୨

କଟକ- ୪୦.୨

ମାଲକାନଗିରି- ୪୦.୧

ବାଲେଶ୍ବର- ୪୦.୭

ନୟାଗଡ- ୪୦.୦

ସୁନ୍ଦରଗଡ- ୩୯.୮

 

 You Can Read :

୪୩ ଟପିଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା, ପାଲଟିଲା ସବୁଠୁ ଉତ୍ତପ୍ତ ସହର

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.