‘Bhool Bhulaiyaa 3’ରୁ ଆଉଟ୍‌ ହେଲେ କିଆରା, କାର୍ତ୍ତିକଙ୍କ ସହ ରୋମାନ୍ସ କରିବେ ତୃପ୍ତି

Published By : Prameya-News7 Bureau | February 22, 2024 IST

ମୁମ୍ବାଇ ୨୨।୦ : ଫିଲ୍ମ ଭୁଲ୍ ଭୁଲେୟାଁର ଉଭୟ ପାର୍ଟର ଲୋକପ୍ରିୟତା ଦେଖି ନିର୍ମାତା ଭୁଲ ଭୁଲେୟାଁ ୩ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେଁ କାର୍ତ୍ତିକ ଆର୍ଯ୍ୟନ ଏବଂ ବିଦ୍ୟା ବାଲାନଙ୍କ ନାମ ଷ୍ଟାର କାଷ୍ଟରେ ନିଶ୍ଚିତ ହୋଇସାରିଛି। ବର୍ତ୍ତମାନ ଫିମେଲ କାଷ୍ଟଙ୍କ ନାମରେ ମଧ୍ୟ ମୋହର ବାଜି ସାରିଛି। ଏନେଇ କାର୍ତ୍ତିକ ନିଜେ ଇନଷ୍ଟାରେ ଫଟୋ ସେୟାର୍‌ କରି ତାଙ୍କ ଫିଲ୍ମର ମିଷ୍ଟ୍ରି ଗାର୍ଲଙ୍କ ବିଷୟରେ ସୂଚନା ଦେଇଛନ୍ତି।

Kartik Aaryan, triptii dimri, bhool bhulaiyaa 3, bhool bhulaiyaa, triptii dimri in bhool bhulaiyaa 3, kartik and triptii in bhool bhulaiyaa 3, kartik aaryan triptii dimri bhool bhulaiyaa 3, vidya balan, Triptii Dimri replaced Kiara Advani, bhool bhulaiyaa 3 release date, animal actress Triptii Dimri, ranbir kapoor Triptii Dimri animal, bhabhi 2, bhool bhulaiyaa 3 latest update news, bollywood news, entertainment news in hindi

ପ୍ରଥମେ କାର୍ତ୍ତିକ ଇନଷ୍ଟାରେ ଲିଡ୍‌ ଆକ୍ଟ୍ରେସଙ୍କ ଅଧା ପଜଲର ଫଟୋ ସେୟାର କରିଥିଲେ। କ୍ୟାପସନରେ ଲେଖିଥିଲେ, ଏହି ଭୁଲ ଭୁଲେୟାଁକୁ ସମାଧାନ କରନ୍ତୁ। ଅଧିକାଂଶ ୟୁଜର୍ସ ଅସମ୍ପୂର୍ଣ୍ଣ ଫଟୋଟି ଆନିମଲ ଫେମ୍‌ ତୃପ୍ତିଙ୍କର ବୋଲି କହିଛନ୍ତି। କିଛି ସମୟ ପରେ କାର୍ତ୍ତିକ ନିଜେ ସମ୍ପୂର୍ଣ୍ଣ ଫଟୋ ସେୟାର କରି ଏହାକୁ କନଫର୍ମ କରିଛନ୍ତି। କାର୍ତ୍ତିକଙ୍କ ପ୍ରଶଂସକମାନେ ଏହି ପୋଷ୍ଟରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

Kartik Aaryan, triptii dimri, bhool bhulaiyaa 3, bhool bhulaiyaa, triptii dimri in bhool bhulaiyaa 3, kartik and triptii in bhool bhulaiyaa 3, kartik aaryan triptii dimri bhool bhulaiyaa 3, vidya balan, Triptii Dimri replaced Kiara Advani, bhool bhulaiyaa 3 release date, animal actress Triptii Dimri, ranbir kapoor Triptii Dimri animal, bhabhi 2, bhool bhulaiyaa 3 latest update news, bollywood news, entertainment news in hindi

ଗତ ବର୍ଷ ମୁକ୍ତିଲାଭ କରିଥିବା ଆନିମଲରେ ତୃପ୍ତିଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ରିଲିଜ୍‌ ପରେ ଫ୍ୟାନ୍ସ ତାଙ୍କୁ ବହୁତ ଭଲ ପାଇବା ଦେଇଥିଲେ। ତାଙ୍କର ରାତାରାତି ଲକ୍ଷ ଲକ୍ଷ ଫଲୋଅର୍ସ ବଢିଥିଲେ। ଲୋକେ ତାଙ୍କୁ ନ୍ୟାସନାଲ କ୍ରସ ବୋଲି କହିବା ଆରମ୍ଭ କରିଥିଲେ। ଏବେ କାର୍ତ୍ତିକଙ୍କ ଫିଲ୍ମରେ ତାଙ୍କର ଏଣ୍ଟ୍ରି ହୋଇଛି। ସେ ଏହି ଫିଲ୍ମରେ କିଆରା ଆଡଭାନୀଙ୍କ ସ୍ଥାନ ନେଇଛନ୍ତି ବୋଲି କୁହାଯାଉଛି। ଏହି କମେଡି ଫିଲ୍ମ ଚଳିତ ବର୍ଷ ଦିୱାଲୀ ଅବସରରେ ମୁକ୍ତିଲାଭ କରିବ ବୋଲି ଅନୁମାନ କରାଯାଉଛି।

wp:embed {"url":"https://www.prameyanews7.com/divya-khosla-removed-husband-bhushan-kumar-surname/","type":"wp-embed","providerNameSlug":"prameya-news-7"}
https://www.prameyanews7.com/divya-khosla-removed-husband-bhushan-kumar-surname/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.