ରଥଖଳାରେ ଅଘଟଣ, କଟିଲା ଭୋଇ ସେବାୟତଙ୍କ ଆଙ୍ଗୁଠି

Published By : Prameya-News7 Bureau | June 15, 2022 IST

ପୁରୀ ୧୫।୬: ପୁରୀ ରଥ ଖଳାରେ ଘଟିଛି ଅଘଟଣ । ରଥ କାମ କରୁଥିବା ସମୟରେ ଜଣେ ଭୋଇ ସେବାୟତଙ୍କର ଆଙ୍ଗୁଠି କଟିଯାଇଥିବା ଜଣାପଡିଛି ।  ସେବାୟତ ବିଷ୍ଣୁପ୍ରସାଦ ଭୋଇଙ୍କର ଡାହାଣ ହାତର ଆଙ୍ଗୁଠି କଟିଯାଇଥିବା ସୂଚନା ମିଳିଛି ।  ସେବାୟତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.