ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

କୃତ୍ରିମ ଉପାୟରେ ଅଣ୍ଡାରୁ ଫୁଟିଲା ଛୁଆ, ଭିତରକନିକାରେ ଛଡା ହେଲା କୁମ୍ଭୀର ଛୁଆ

27/08/2022 at 9:51 AM

ପଟ୍ଟାମୁଣ୍ଡାଇ ୨୭/୦୮: ଭିତରକନିକାରେ ଛଡା ହେଲା କୁମ୍ଭୀର ଛୁଆ । ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ଶେଷ ହେବା ପରେ ଭିତରକନିକା ନଦୀରେ ସମସ୍ତ କୁମ୍ଭୀର ଛୁଆକୁ ଛାଡିଛି ବନ ବିଭାଗ ।

ଚଳିତ ବର୍ଷ ବନ ବିଭାଗ କୃତ୍ରିମ ଉପାୟରେ ୫୮ ଟି ଅଣ୍ଡାରୁ ୪୮ ଟି ଛୁଆ ଫୁଟାଇଥିବା ଜଣାପଡିଥିଲା । ଯେଉଁ ଅଣ୍ଡା ଗୁଡିକ ଅସୁରକ୍ଷିତ ସ୍ଥାନରେ ଥାଏ ନଷ୍ଟ ହେବାର ଭୟ ଥାଏ ସେହି ଅଣ୍ଡା ଗୁଡିକ ବନ ବିଭାଗ ସଂଗ୍ରହ କରି ଅଣ୍ଡାକୁ ସଠିକ ତାପ ମାତ୍ର ପତ୍ର ତଳେ ରଖି ଛୁଆ ଫୁଟାଇ ଥିଲା ବନ ବିଭାଗ ।

   Related Posts