ପ୍ରବଳ ପବନ ଯୋଗୁଁ ଚିଲିକା ମଝିର ଫସିଲା ଭସାପୋଲ
8/02/2020 at 4:26 PM

କୃଷ୍ଷପ୍ରସାଦ : ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ପ୍ରବଳ ପବନ ଯୋଗୁଁ ଭସାପୋଲ ଚ୍ୟାନେଲ ବାହାରକୁ ଚାଲିଯାଇଛି ।
ଭସାପୋଲ ଜହ୍ନିକୁଦା ଘାଟ ଠାରୁ ସାତପଡ଼ା ଯାଉଥିଲା ।ଏଥିରେ ୧୫୦ ଜଣ ଯାତ୍ରୀ ‘ଓଁ ନାମକ ବସ ଫସି ରହିଛି । ପାଗ ଖରାପ ଯୋଗୁଁ ଏପରି ଘଟଣା ହୋଇଥିବା ଫସି ସୂଚନା ମିଳିଛି ।
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023