suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ପ୍ରବଳ ପବନ ଯୋଗୁଁ ଚିଲିକା ମଝିର ଫସିଲା ଭସାପୋଲ

8/02/2020 at 4:26 PM

କୃଷ୍ଷପ୍ରସାଦ :  ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ପ୍ରବଳ ପବନ ଯୋଗୁଁ  ଭସାପୋଲ ଚ୍ୟାନେଲ ବାହାରକୁ ଚାଲିଯାଇଛି ।

ଭସାପୋଲ  ଜହ୍ନିକୁଦା  ଘାଟ ଠାରୁ ସାତପଡ଼ା ଯାଉଥିଲା ।ଏଥିରେ ୧୫୦ ଜଣ ଯାତ୍ରୀ ‘ଓଁ ନାମକ ବସ ଫସି ରହିଛି । ପାଗ ଖରାପ ଯୋଗୁଁ ଏପରି ଘଟଣା ହୋଇଥିବା ଫସି ସୂଚନା ମିଳିଛି ।

   Related Posts