oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦: ବିଜେପି ପକ୍ଷରୁ ୫୭ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

17/01/2020 at 5:10 PM

ନୂଆଦିଲ୍ଲୀ ୧୭।୦୧: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ବିଜେପି ପକ୍ଷରୁ ୫୭ଜଣିଆ ପ୍ରାର୍ଥୀଙ୍କ ନାମ ଘୋଷଣା । ୭୦ସିଟ୍‌ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ପ୍ରଥମ ତାଲିକା ପ୍ରକାଶ ପାଇଛି । ପ୍ରଥମ ତାଲିକାରେ ୫୭ଜଣ ପ୍ରାର୍ଥୀଙ୍କ ନାମ ରହିଛି । ତେବେ ଖୁବଶୀଘ୍ର ଦ୍ବିତୀୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯିବାର ସୂଚନା ରହିଛି ।

ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ୫୭ ଜଣିଆ ପ୍ରାର୍ଥୀଙ୍କ ତାଲିକା ମଧ୍ୟର ବିଜେନ୍ଦ୍ର ଗୁପ୍ତା ଓ କପିଲ ମିଶ୍ରା ଭଳି ପ୍ରମୁଖ ନାମ ସାମିଲ ରହିଛି ।  ବିଧାନସଭାରେ ନେତା ପ୍ରତିପକ୍ଷ ରହିଥିବା ବିଜେନ୍ଦ୍ର ଗୁପ୍ତାଙ୍କୁ ରୋହିଣୀକୁ ନିର୍ବାଚନ ଲଢିବା ପାଇଁ ପାର୍ଟି ନିଷ୍ପତ୍ତି ନେଇଛି । ସେହିପରି ଆମ୍‌ ଆଦମୀ ପାର୍ଟିରୁ  ବିଦ୍ରୋହ କରି ବିଜେପିରେ ସାମିଲ ହୋଇଥିବା କପିଲ ମିଶ୍ରାଙ୍କୁ ମଡେଲ ଟାଉନରୁ ନିର୍ବାଚନ ଲଢିବେ । ଆସନ୍ତା ଫେବୃଆରୀ ୮ତାରିଖରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଫେବୃଆରୀ ୧୧ରେ ମତଗଣନା କରାଯିବ ।

   Related Posts