ତାରିଣୀ ମନ୍ଦିର ନିକଟରୁ ଦେଢ କୁଇଣ୍ଟାଲ ଭାଙ୍ଗ ଜବତ, ଜଣେ ମହିଳା ଗିରଫ
10/09/2022 at 11:21 AM

ଯାଜପୁର ୧୦/୦୯: ଯାଜପୁର ରୋଡ଼ ରେଲ୍ୟୁୟ ଷ୍ଟେସନ ମାଲଗୋଦାମ ନିକଟକ ତାରିଣୀ ମନ୍ଦିର ପାଖରୁ ଦେଢ଼ କ୍ୟୁଣ୍ଟଲ ଭାଙ୍ଗ ଜବଦ ସହ ଜଣେ ମହିଳା ଗିରଫ । ଗିରଫ ମହିଳା ଜଣକ ହେଲେ ଯାଜପୁର ରୋଡ଼ ଚୂନ ଭାଟି ଅଞ୍ଚଳର ସଞ୍ଜୁ ବେହେରା ।
ଯାଜପୁର ଟାଉନ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ସମୀର କୁମାର ମହାନ୍ତି ଏବଂ ତାଙ୍କ ଟିମ ଦ୍ୱାରା ଚଢ଼ାଉ ବେଳେ ଧାରା ପଡିଥିଲା ଚୋରା ଚାଲାଣ ହେଉଥିବା ଭାଙ୍ଗ । ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସକୁ କରାଯାଉଛି LVA ଟେଷ୍ଟ
6 February 2023
ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର, ୧୦ ଆହତ
6 February 2023
ଭତ୍ତା ଆଣିବାକୁ ଯାଇଥିଲେ, ଧକ୍କା ଦେଲା କାର୍: ଚାଲିଗଲା ମହିଳାଙ୍କ ଜୀବନ
6 February 2023