ବ୍ଳକ ନିର୍ବାହୀ ଯନ୍ତ୍ରୀଙ୍କୁ ପିଟିଲେ ସରପଞ୍ଚ
28/09/2018 at 5:17 PM

ଭଦ୍ରକ ୨୮/୯ : ଭଣ୍ଡାରିପୋଖରୀ ବ୍ଳକରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ । ଭଣ୍ଡାରିପୋଖରୀ ବ୍ଳକ ଦକ୍ଷିଣବାଡ଼ ପଞ୍ଚାୟତର ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ । ପଞ୍ଚାୟତ ଏକ୍ସନ ପ୍ଲାନରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାଧ୍ୟ କରିବାରୁ ଯନ୍ତ୍ରୀ ଅରାଜି ହେବାରୁ ଆକ୍ରମଣ ହୋଇଥିବା ଅଭିଯୋଗ । ତେବେ ଏନେଇ ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ କରିବା ସହ ବ୍ଲକରେ ତାଲା ପକାଯାଇଥିବା ବେଳେ ସରପଞ୍ଚଙ୍କ ଗିରଫ ଦାବୀ ନେଇ ଥାନା ଘେରାଉ କରିଛନ୍ତି ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023