ଓଡିଶାରେ କର୍ଣ୍ଣାଟକ ପଦଧ୍ୱନି : ଭକ୍ତ ଦାସଙ୍କ ମନ୍ତବ୍ୟ ଉପରେ ବିଜେପିର ପ୍ରତିକ୍ରିୟା
18/05/2018 at 10:27 AM

ଭକ୍ତ ଦାସଙ୍କ ମନ୍ତବ୍ୟ ଉପରେ ବିଜେପିର ପ୍ରତିକ୍ରିୟା :
ବିଜେଡି-କଂଗ୍ରେସ ଉଭୟ ଉଭୟଙ୍କର ଆଶାବାଡି ବୋଲି ଆମେ ଅଭିଯୋଗ କରି ଆସୁଥିଲୁ…
ଏବେ ଭକ୍ତ ଦାସ ତାର ଖୁଲାସା କରି ପ୍ରମଣା ଦେଲେ…
ଭକ୍ତ ଦାସ ଏକଥା ବି ସୂଚାଇ ଦେଇଛନ୍ତି ଯେ, ୨୦୧୯ରେ ବିଜେପି ସବୁଠୁ ବଡ ଦଳ ଭାବେ ଉଭା ହେବ…
ଆଗରୁ ବିଭିନ୍ନ ନିର୍ବାଚନରେ କଂଗ୍ରେସ ଓ ବିଜେଡି ବୁଝାମଣା କରୁଥିଲେ…
ଏବେ ଏସବୁ କଥା ସାମ୍ନାକୁ ଆସିଲା…
ସାଧାରଣ ସମ୍ପାଦକ ଭୃଗ୍ୟୁ ବକ୍ସିପାତ୍ରଙ୍କ ପ୍ରତିକ୍ରିୟା…