ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ବାବୁ, କେସ୍‌ ରଫାଦଫା ପାଇଁ ନେଉଥିଲେ ୮ ହଜାର ଟଙ୍କା

Published By : Prameya-News7 Bureau | March 02, 2024 IST

ଭୁବନେଶ୍ବର ୨୩: ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ବାବୁ । ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ASI । କଟକ ଭଦ୍ରେଶ୍ବର ଥାନା ASI ଆଲୋକ କୁମାର ଷଡଙ୍ଗୀ ଭିଡିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।  

ତେବେ ଜମିଜମା ବିବାଦ ମାମଲାରେ କେସ୍‌ ରଫଦଫା କରିବାକୁ ପୋଲିସ ବାବୁ ଜଣଙ୍କ ଲାଞ୍ଚ ନେଉଥିଲେ । ASI ଆଲୋକ କୁମାର ଷଡଙ୍ଗୀଙ୍କ ୩ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।

You Can Read :

wp:embed {"url":"https://www.prameyanews7.com/one-dead-and-three-injured-after-pickup-van-overturns-in-koraput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/one-dead-and-three-injured-after-pickup-van-overturns-in-koraput/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.