ଗୟଳ ଆକ୍ରମଣରେ ୫ ଆହତ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 30, 2022 IST

ଭଦ୍ରକ ୩୦।୧୦: ଗୟଳ ଆକ୍ରମଣରେ ୫ ଆହତ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ମଙ୍ଗଳପୁର ଅଞ୍ଚଳରେ ଏହି ଘଟଣା ଘଟିଛି ।

ଖବର ଅନୁଯାୟୀ, ମଙ୍ଗଳପୁର ଅଞ୍ଚଳରେ ଥିବା ଜଙ୍ଗଲରୁ ଗୟଳଟି ଆସି ଗାଁଲୋକଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ୫ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.