scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୟଳ ଆକ୍ରମଣରେ ୫ ଆହତ, ମେଡିକାଲରେ ଭର୍ତ୍ତି

30/10/2022 at 3:03 PM

ଭଦ୍ରକ ୩୦।୧୦: ଗୟଳ ଆକ୍ରମଣରେ ୫ ଆହତ । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ମଙ୍ଗଳପୁର ଅଞ୍ଚଳରେ ଏହି ଘଟଣା ଘଟିଛି ।

ଖବର ଅନୁଯାୟୀ, ମଙ୍ଗଳପୁର ଅଞ୍ଚଳରେ ଥିବା ଜଙ୍ଗଲରୁ ଗୟଳଟି ଆସି ଗାଁଲୋକଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ୫ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

   Related Posts