oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଲିଷ୍ଟରେ ନାମ ଥାଇ ଖେଳିବା ପାଇଁ ମିଳିଲାନି ଅନୁମତି, ଥାନାରେ କ୍ରୀଡାବିତ

19/04/2022 at 11:07 AM

ଭଦ୍ରକ ୧୯।୦୪: ଓଡିଶା କ୍ରିକେଟ ଏକାଡେମି ପଠାଇଥିବା ଲିଷ୍ଟରେ ଜିଲ୍ଲାର ଶ୍ରେଷ୍ଟ ଦଶ ଜଣଙ୍କ ମଧ୍ୟରେ ଏକ ନମ୍ବରରେ ଥିଲେ , କିନ୍ତୁ କଳାହାଣ୍ଡି କପ କ୍ରିକେଟ ଟୁର୍ଣାମେଣ୍ଟ ପାଇଁ ଯୋଗ୍ୟ ବିବେଚିତ କରାଗଲା ନାହିଁ। ଏହା ପଛର କାରଣ କଣ ? ଏମିତି କିଛି ଅଭିଯୋଗ ଆଣି ଥାନାର ଦ୍ଵାରସ୍ଥ ହୋଇଛନ୍ତି ଭଦ୍ରକ ଜିଲ୍ଲାର କ୍ରୀଡାବିତ ଚନ୍ଦ୍ରଶେଖର ମିଶ୍ର ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନର ଚନ୍ଦ୍ରଶେଖର ମିଶ୍ର ନିୟମିତ ଖେଳାଳି । ଓସିଏ ତରଫରୁ ଆୟୋଜିତ ଭିଜନ ୨୦୨୪ ପାଇଁ ଭଦ୍ରକ ଜିଲ୍ଲା ତରଫରୁ ଅଂଶଗ୍ରହଣ କରିଥିଲେ। ଓସିଏ ତରଫରୁ ଜାରି ହୋଇଥିବା ତାଲିକାରେ ଶ୍ରେଷ୍ଠ ଦଶ ବୋଲରଙ୍କ ମଧ୍ୟ ରେ ପ୍ରଥମରେ ଥିଲେ ଚନ୍ଦ୍ରଶେଖର । କଳାହାଣ୍ଡି କପ କ୍ରିକେଟ ଟୁର୍ଣାମେଣ୍ଟ ପାଇଁ ଆୟୋଜିତ ଟ୍ରାଏଲ୍ସ ରେ ସର୍ବାଧିକ ୱିକେଟ ସଂଗ୍ରହ କରିଥିଲେ । କିନ୍ତୁ ତାଙ୍କୁ ଖେଳିବା ପାଇଁ ସୁଯୋଗ ମିଳିନଥିବାରୁ ସେ ଭଦ୍ରକ ଟାଉନ ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

   Related Posts