scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭଦ୍ରକ : ବସନ୍ତ ଉତ୍ସବ ପାଳିତ

28/02/2021 at 1:32 PM

ଭଦ୍ରକ,୨୮/୦୨: ମାଆ ସରସ୍ଵତୀଙ୍କ ପୂଜା ପରେ ପାଳିତ ହେଉଛି ବସନ୍ତ ଉତ୍ସବ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର କୋରୁଆ ଠାରେ ବୀଣାପାଣି କଲଚୁରାଲ ଆସୋସିଏସନ ତରଫରୁ ୩୩ ତମ ବସନ୍ତ ଉତ୍ସବ ଆୟୋଜିତ ହୋଇଛି ।

ଏହି ଉତ୍ସବ ସରସ୍ୱତୀ ଗାଁରେ ୧୧ ଦିନ ଧରି ପୂଜା ପାଉଛନ୍ତି । ତେବେ ଗାଁରେ ଦୁଇ ଦିନ ଧରି ବସନ୍ତ ମହୋତ୍ସବ ପାଳିତ ହୁଏ । ବିରୋଧୀ ଦଳ ଉପନେତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ଗାଁ ର ଛୋଟ ଛୋଟ ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

   Related Posts