ଭଦ୍ରକ : ବସନ୍ତ ଉତ୍ସବ ପାଳିତ

Published By : Prameya-News7 Bureau | February 28, 2021 IST

ଭଦ୍ରକ,୨୮/୦୨: ମାଆ ସରସ୍ଵତୀଙ୍କ ପୂଜା ପରେ ପାଳିତ ହେଉଛି ବସନ୍ତ ଉତ୍ସବ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର କୋରୁଆ ଠାରେ ବୀଣାପାଣି କଲଚୁରାଲ ଆସୋସିଏସନ ତରଫରୁ ୩୩ ତମ ବସନ୍ତ ଉତ୍ସବ ଆୟୋଜିତ ହୋଇଛି ।

ଏହି ଉତ୍ସବ ସରସ୍ୱତୀ ଗାଁରେ ୧୧ ଦିନ ଧରି ପୂଜା ପାଉଛନ୍ତି । ତେବେ ଗାଁରେ ଦୁଇ ଦିନ ଧରି ବସନ୍ତ ମହୋତ୍ସବ ପାଳିତ ହୁଏ । ବିରୋଧୀ ଦଳ ଉପନେତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ଗାଁ ର ଛୋଟ ଛୋଟ ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.