AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିଜିଲାନ୍ସ ଜାଲରେ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ

25/09/2018 at 12:01 PM

ବାରିପଦା ୨୫/୯ : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ | ବେତନଟୀ ବ୍ଲକ ବାଗୁଳି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳରେ ଭିଜିଲାନ୍ସ ରେଡ କରିଛି | ସରସକାଣରେ ଥିବା ତାଙ୍କ ପୈତୃକ ଘର, ଶ୍ୱଶୁର ଘର, ବାରିପଦା ସ୍ଥିତ ରଘୁନାଥପୁରରେ ଏକ ସଂଗେ ଦୁଇଟି ବାସଭବନରେ ଭିଜିଲାନ୍ସ ରେଡ କରିଛି |

   Related Posts