ଭିଜିଲାନ୍ସ ଜାଲରେ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ
25/09/2018 at 12:01 PM

ବାରିପଦା ୨୫/୯ : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ | ବେତନଟୀ ବ୍ଲକ ବାଗୁଳି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳରେ ଭିଜିଲାନ୍ସ ରେଡ କରିଛି | ସରସକାଣରେ ଥିବା ତାଙ୍କ ପୈତୃକ ଘର, ଶ୍ୱଶୁର ଘର, ବାରିପଦା ସ୍ଥିତ ରଘୁନାଥପୁରରେ ଏକ ସଂଗେ ଦୁଇଟି ବାସଭବନରେ ଭିଜିଲାନ୍ସ ରେଡ କରିଛି |