ବ୍ରହ୍ମପୁର: ବ୍ରହ୍ମପୁର ପୋଲିସର ରେଳ ଷ୍ଟେସନ ନିକଟ ଏକ ହୋଟେଲରେ ଚଢ଼ଉ। ୨୨ କେଜି କିଲୋ ଗଂଜେଇ, ଗୋଟିଏ ମୋଟରସାଇକେଲ, ଦୁଇଟି ମୋବାଇଲ ଫୋନ, ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ଜବତ। ଘଟଣାରେ ୩ ଜଣକୁ ଗିରଫ। ଏନେଇ ସୂଚନା ବ୍ରହ୍ମପୁର ପୋଲିସ ସୂଚନା।
ସୋମବାର ଚୁଡ଼ାନ୍ତ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ...
