ଶିକ୍ଷକଙ୍କ ବଦଳିକୁ ବାତିଲ୍‌ କଲେନି ବିଇଓ, ଜନ ଅଭିଯୋଗ ଶୁଣାଣି ବେଳେ ନିର୍ଧୁମ ମାଡ଼ ମାରିଲେ ଲୋକେ

Published By : Prameya-News7 Bureau | September 12, 2022 IST

ସୋର, ୧୨/୦୯: ବିଇଓଙ୍କୁ ନିର୍ଧୁମ୍‌ ମାଡ଼ ମରାଯାଇଥିବା ଘଟଣା ଦେଖିବାକୁ ମିଳିଛି । ସୋର ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ନିର୍ଧୁମ୍‌ ମାଡ଼ ମାରିଛନ୍ତି ଲୋକେ । ଜନ ଅଭିଯୋଗ ଶୁଣାଣି ବେଳେ ଲୋକେ ତାଙ୍କୁ ମାଡ଼ ମାରିଛନ୍ତି । ସ୍କୁଲ୍‌ ଶିକ୍ଷକଙ୍କ ବଦଳିକୁ ବାତିଲ କରିବା ଦାବିରେ ଲୋକେ ଏପରି କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ତେଣ୍ଟେଇ ନୋଡାଲ ସ୍କୁଲ୍‌ ଶିକ୍ଷକଙ୍କର ବଦଳି ହୋଇଥିଲା । ଯାହାକୁ ଲୋକେ ବିରୋଧ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.