oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ପେଟ ମାଲିସ କରିଲେ ହୋଇଥାଏ ଏହି ସବୁ ଫାଇଦା, ଜାଣନ୍ତୁ କଣ

3/07/2019 at 5:00 PM

ପେଟ ମାଲିସ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଉଷୁମ୍‌ ତେଲରେ ପେଟ ମାଲିସ କରିଲେ ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ତେବେ ପେଟ ମାଲିସ କରିବାର ଏହି ୪ଟି ମୁଖ୍ୟ ଫାଇଦା ।

୧- ପ୍ରତିଦିନ ଉଷୁମ୍‌ ତେଲରେ ପେଟ ମାଲିସ କରିଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୁଏ ଓ ପେଟ ଭଲ ଭାବେ ସଫା ହୋଇଥାଏ।

୨- ଯେଉଁମାନେ ଅଧିକାଂଶ ସମୟରେ ଅବଶାଦରେ ରୁହନ୍ତି ସେମାନେ ପ୍ରତିଦିନ ପେଟ ମାଲିସ କରିବା ଉଚିତ୍‌। ଏହା ଦ୍ବାରା ଆରାମ ମିଳିଥାଏ ଓ ମନ ଶାନ୍ତ ରହେ।

 ୩- ସବୁବେଳେ ପେଟ ମାଲିସ କରିଲେ ପାଚନ ପ୍ରକ୍ରିୟା ଠିକ ହୋଇଥାଏ। କାରଣ ମାଲିସ କଲେ ଖାଇବା ଭଲ ଭାବେ ହଜମ ହୋଇଥାଏ। ଏହା ଦ୍ବାରା ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ।

୪- ପ୍ରତିଦିନ ପେଟ ମାଲିସ କରିଲେ ପେଟର ଚର୍ବି ଧିରେ ଧିରେ କମିଥାଏ। ଫଳରେ ଶରୀରର ଓଜନ ମଧ୍ୟ କମିବାରେ ସାହାଯ୍ୟ କରେ।

 

   Related Posts