କଳାମେଘାରେ ମହାବଳ ବାଘ, ଭୟରେ ଅଞ୍ଚଳବାସୀ
10/12/2022 at 10:09 PM

ସୁନ୍ଦରଗଡ, ୧୦।୧୨: ସୁନ୍ଦରଗଡ଼ରେ ମହାବଳ ବାଘ । ହେମଗିର ରେଞ୍ଜ ଅନ୍ତର୍ଗତ ଗର୍ଜନ ପାହାଡ଼ ନିକଟସ୍ଥ କଳାମେଘା ନିକଟରେ ଏକ ମହାବଳ ବାଘ ଲୋକେ ଦେଖିଥିବା ପ୍ରକାଶ କରିଛନ୍ତି । ଏହାର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିିଛି । ଫଳରେ ବାଘ ଥିବା ଖବର ଶୁଣି ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଗତ ୨୦୧୮ ମସିହାରେ ଏହି ଅଞ୍ଚଳରେ ଏକ ବ୍ଲାକ ପାନ୍ଥର ଠାବ ହୋଇଥିଲା ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023