Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

କଳାମେଘାରେ ମହାବଳ ବାଘ, ଭୟରେ ଅଞ୍ଚଳବାସୀ

10/12/2022 at 10:09 PM

ସୁନ୍ଦରଗଡ, ୧୦।୧୨: ସୁନ୍ଦରଗଡ଼ରେ ମହାବଳ ବାଘ । ହେମଗିର ରେଞ୍ଜ ଅନ୍ତର୍ଗତ ଗର୍ଜନ ପାହାଡ଼ ନିକଟସ୍ଥ କଳାମେଘା ନିକଟରେ ଏକ ମହାବଳ ବାଘ ଲୋକେ ଦେଖିଥିବା ପ୍ରକାଶ କରିଛନ୍ତି । ଏହାର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିିଛି । ଫଳରେ ବାଘ ଥିବା ଖବର ଶୁଣି ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଗତ ୨୦୧୮ ମସିହାରେ ଏହି ଅଞ୍ଚଳରେ ଏକ ବ୍ଲାକ ପାନ୍ଥର ଠାବ ହୋଇଥିଲା ।

   Related Posts