କଳା ଲୁଣ ଖାଇବା ଶରୀର ପାଇଁ କେତେ ଭଲ ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ...

Published By : Prameya-News7 Bureau | January 24, 2024 IST

ନୂଆଦିଲ୍ଲୀ ୨୪।୦୧; ଲୁଣ । ଖାଦ୍ୟରେ ନ ପକାଇଲେ ଖାଦ୍ୟ ପୁରା ଫିକା । କିନ୍ତୁ କଳା ଲୁଣ ଶରୀର ପାଇଁ କେତେ ଭଲ ? ଜାଣନ୍ତି କି ବିଶେଷଜ୍ଞ ମାନେ କଳା ଲୁଣ ଖାଇବାକୁ ନେଇ କଣ କୁହନ୍ତି ? ଆସନ୍ତୁ ଜାଣିବା...

{"id":899759,"sizeSlug":"full","linkDestination":"none"}

ସାଧାରଣତଃ ଲୁଣ ଶରୀର ପାଇଁ ଯେତିକି ଭଲ ସେତିକି ଖରାପ ମଧ୍ୟ । ଲୁଣରେ ଇଲେକ୍ଟ୍ରୋଲାଇଟ ଭରପୁର ରହିଥାଏ । ଏହା ଶରୀରରେ ସୋଡ଼ିୟମର ମାତ୍ରା ବୃଦ୍ଧି କରିଥାଏ । ଏଥିପାଇଁ ଉଚ୍ଚ ରକ୍ତଚାପ ରୋଗୀ ଏଥିରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ ।

{"id":899760,"sizeSlug":"large","linkDestination":"none"}

କିନ୍ତୁ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କୁ କଳା ଲୁଣ ଖାଇବା ଉଚିତ କି ନୁହେଁ । ଏହା ଶରୀର ପାଇଁ କେତେ ଭଲ ? ବାସ୍ତବରେ କଳା ଲୁଣ ସଂପୂର୍ଣ୍ଣ ଭାବରେ ପ୍ରାକୃତିକ ନୁହେଁ । ଏଥିରେ ଏକ ଅଲଗା ଗନ୍ଧ ଓ ସ୍ୱାଦ ରହିଥାଏ । ଗ୍ୟାସ୍, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର ପାଇଁ କଳା ଲୁଣର ଉପଯୋଗ କରାଯାଏ । ଖାସ୍‌ କରି କଳା ଲୁଣ ଶରୀରକୁ କୌଣସି ବିଶେଷ ଲାଭ ଦେଇ ନ ଥାଏ । କିନ୍ତୁ ଏହା ଡ଼ାଇବେଟସ୍ ରୋଗୀଙ୍କ ବହୁତ ଉପକାରୀ ହୋଇଥାଏ ।

{"id":899761,"sizeSlug":"full","linkDestination":"none"}

କଳା ଲୁଣରେ ସୋଡିୟମର ମାତ୍ରା ଅଧିକ ରହିଥାଏ । ଯାହା ବ୍ଲଡ୍ ପ୍ରେସର୍ ବଢିବାରେ ସମ୍ଭାବନା ରହିଥାଏ । ତେଣୁ ମଧୁମେହ ରୋଗୀ କଳା ଲୁଣ ପାଣି ପିଇବା ଦ୍ୱାରା ଭଲ ଲାଭ ମିଳିଥାଏ । କଳା ଲୁଣରେ ସୋଡିୟମର ମାତ୍ରା କମ୍ ଥିବାରୁ ଏହା ରକ୍ତଚାପ ବୃଦ୍ଧି କରି ନ ଥାଏ । ସୋଡିୟମ ବ୍ଲଡ ଭେସେଲସ୍ ପ୍ରାଚୀରକୁ କ୍ଷତି ପହଞ୍ଚାଇଥାଏ ଓ ହାର୍ଟ ଉପରେ ଚାପ ପକାଇଥାଏ ।

{"id":899762,"width":840,"height":840,"sizeSlug":"full","linkDestination":"none"}

 କଳା ଲୁଣ ରକ୍ତପ୍ରବାହକୁ ସ୍ୱଭାବିକ ରଖିବାରେ ସହାୟକ ହୋଇଥାଏ । ଏହା ବ୍ୟତିତ ଏହା ଶରୀରକୁ କୌଣସି କ୍ଷତି ପହଞ୍ଚାଇ ନ ଥାଏ । ତେଣୁ ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ଆପଣ କଳା ଲୁଣ ହିଁ ଖାଆନ୍ତୁ । କିନ୍ତୁ ପେଟ ସମସ୍ୟା ଥିଲେ ଆପଣ କଳା ଲୁଣ ଖାଇବା ଉଚିତ ।

You Can Read:

wp:embed {"url":"https://www.prameyanews7.com/health-drink-cumin-seed-water-for-reduce-high-cholesterol-level/","type":"wp-embed","providerNameSlug":"prameya-news-7"}
https://www.prameyanews7.com/health-drink-cumin-seed-water-for-reduce-high-cholesterol-level/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.