AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅପରାଧୀଙ୍କୁ ସାବାଡ୍ କରିବାକୁ ପୂଜା ପୂର୍ବରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ,ତନାଘନା କରିବ ପୋଲିସ

8/10/2018 at 8:31 PM

ଭୁବନେଶ୍ଵର;୮/୧୦- ଅପରାଧୀ ସାବଧାନ । ଅପରାଧୀଙ୍କୁ ସାବାଡ୍ କରିବାକୁ ପୂଜା ପୂର୍ବରୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ । କଟକ, ଭୁବନେଶ୍ବରରେ ମୋଟ ୫ଶହ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ କମିଶନର । NBW ଥିବା ୧୧୭ ଏବଂ ଧାରା ୧୧୦ରେ ୧୧୪ ଜଣଙ୍କୁ ବାନ୍ଧି ସାରିଲାଣି କମିଶନରେଟ୍ ପୋଲିସ । ବାକି ଅପରାଧୀଙ୍କୁ ଧରିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର । ବର୍ତ୍ତମାନ ସୁଦ୍ଧା ୧୧୭ ଜଣଙ୍କୁ ଗିରଫ କରାଯାଇଛି । ଆଗକୁ ଆହୁରୀ ଅପରାଧୀଙ୍କୁ ବାନ୍ଧି ଜେଲ୍ ପଠାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥି ସହ ରାତିରେ ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂ ମଧ୍ୟ କରାଯାଉଛି । କେବଳ ଏତିକି ନୁହେଁ ବିଭିନ୍ନ ଡ୍ୟାନ୍ସ ବାର ଏବଂ ହୁକ୍କା ବାର ଉପରେ ବି ସତର୍କ ନଜର ରଖିଛି କମିଶନରେଟ୍ ପୋଲିସ

   Related Posts