vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଭାଲୁ ଭୟ : ରାତିରେ ଗାଁ ଦାଣ୍ଡରେ ବୁଲୁଛି ଭାଲୁ, ଲୋକେ ଆତଙ୍କିତ

12/09/2020 at 8:17 AM

ନୀଳଗିରି ୧୨।୦୯: ରାତିରେ ଗାଁ ଦାଣ୍ଡରେ ବୁଳୁଛି ଭାଲୁ । ବାଲେଶ୍ଵର ଜିଲ୍ଲା ନୀଳଗିରି ଏନଏସି ଅଧିନ ୧୨ ନମ୍ବର ୱାର୍ଡରେ ରାତିରେ ଗାଁ ଦାଣ୍ଡରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି । ପୁହୁଣୀ ରାସ୍ତା ରାଇଗାଁ ଅଞ୍ଚଳରେ ଏଭକି ଘଟଣା ଦେଖିବାକୁ ମିଳିଛି ।

ଭାଲୁ ପାଖ ସ୍ଵର୍ଣ୍ଣଚୁଡ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥାନ୍ତି । ତେବେ ଗୋଟିଏ ବଡ ଭାଲୁ ରାଇଗାଁ ଗାଁ ରାସ୍ତାରେ ବୁଲୁଥିବା ବେଳେ ବାହାରୁ ଆସୁଥିବା ଲୋକେ ଦୀର୍ଘ ସମୟ ଧରି ଭୟରେ ଗାଁ ଭିତରକୁ ଯାଇ ପାରିନଥିଲେ । ଭାଲୁଟି ବେଶ୍ କିଛି ସମୟ ଧରି ରାସ୍ତା ଉପରେ ରହିଥିଲା । ଏଭଳି ଚିତ୍ର ପଦାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

   Related Posts