ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଘରେ ପଶିଲା ଭାଲୁ, ଭୟରେ ଛାତ ଉପରେ ବସିଛନ୍ତି ପରିବାର

25/11/2022 at 10:00 AM

ନୂଆପଡା ୨୫/୧୧: ନୂଆପଡାରେ ମାତିଛି ଜଙ୍ଗଲୀ ଭାଲୁ । ଜଙ୍ଗଲରୁ ଭାଲୁ ଆସି ଘରେ ପଶିଯାଇଛି । ଫଳରେ ଭୟରେ ଛାତ ଉପରେ ଆଶ୍ରୟ ନେଇଛନ୍ତି ପରିବାର ଲୋକେ । ନୂଆପଡା ରେଞ୍ଜ ଗୋଡଫୁଲା ଗାଁରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଗୋଡଫୁଲା ଗାଁର ଜଗନ୍ନାଥ ମାଝୀଙ୍କ ଘରେ ଭାଲୁ ପଶିଯାଇଛି । ତେବେ ଭାଲୁ ପଶିବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଘରେ ନରହି ଛାତ ଉପରେ ବସି ରହିଛନ୍ତି । ଏହାସହ ଆଖପାଖ ଲୋକ ବି ଭୟରେ ଅଛନ୍ତି । ଭାଲୁ କାହାର କିଛି କ୍ଷୟକ୍ଷତି ନକରୁ ବୋଲି ସମସ୍ତେ ଚାହୁଁଛନ୍ତି ।

   Related Posts