oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଗାଁରେ ଭାଲୁ ଆତଙ୍କ, ଘର କାନ୍ଥ ଭାଙ୍ଗିବା ସହ ଭିତରକୁ ପଶିବାକୁ ଉଦ୍ୟମ : ଦେଖନ୍ତୁ ଭିଡିଓ

30/11/2021 at 10:59 AM

ମାଲକାନଗିରି ୩୦।୧୧: ମାଲକାନଗିରି ଜିଲ୍ଲା ଏମ୍‌ଭି ୭ ନମ୍ବର ଗାଁରେ ଭାଲୁ ଆତଙ୍କ । ତମସା ପଞ୍ଚାୟତ ଏମ୍‌ଭି ୭ ଗାଁରେ ଦୁଇଟି ଭାଲୁ ଗତ କିଛି ଦିନ ଧରି ଆତଙ୍କ ଖେଳାଇଛନ୍ତି । ନିକଟସ୍ଥ ଜଙ୍ଗଲରୁ ଦୁଇଟି ଭାଲୁ ସନ୍ଧ୍ୟା ହେଲେ ଗାଁରେ ପଶି ଅନେକ ଲୋକଙ୍କ ଘର କାନ୍ଥ ଭାଙ୍ଗିବା ସହ ଘର ଭିତରେ ପଶିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘର କବାଟ ଭାଙ୍ଗିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଏହି ଜଙ୍ଗଲୀ ଭାଲୁ ଯୋଗୁଁ ଗ୍ରାମବାସୀମାନେ ରାତି ହେଲେ ଭୟଭୀତ ଅବସ୍ଥାରେ ରହିବା ସହ ସନ୍ଧ୍ୟା ହେଲେ ଘରର ତାଟି କବାଟ ଦେଇ ଘରେ ରହୁଛନ୍ତି । ତେବେ ସନ୍ଧ୍ୟା ସମୟରେ  ସେହି ଗାଁ ରାସ୍ତା ଦେଇ  ଅନେକ ଯାନବାହାନରେ  ଯାତାୟତ କରୁଥିବା ଯାତ୍ରୀମାନେ ମଧ୍ୟ ଭୟରେ ଯାତାୟତ କରୁଛନ୍ତି । ତେବେ କିଛି ଅଘଟଣ ଘଟିବା ପୂର୍ବରୁ  ବନ ବିଭାଗ ଏହି ଭାଲୁ ଦୁଇଟିକୁ କାବୁ କରିବା ଆବଶ୍ୟକ ହୋଇପଡିଛି ।

   Related Posts