AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ନବରଙ୍ଗପୁର ଡାକୁନୁଗୁଡା ଗାଁରୁ ଭାଲୁର ମୃତଦେହ ଉଦ୍ଧାର ; ଜଣେ ଗିରଫ, ଦୁଇ ଜଣ ଫେରାର

1/11/2018 at 10:24 AM

ନବରଙ୍ଗପୁର ୧|୧୧: ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ୍ ପୂଜାରିଗୁଡା ଡାକୁନୁଗୁଡା ଗାଁରୁ ଭାଲୁର ମୃତଦେହ ଉଦ୍ଧାର । ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ୨ ଜଣ ଖସିଯାଇଛନ୍ତି । ଗିରଫ ବ୍ୟକ୍ତି ହେଲେ କଳାହାଣ୍ଡି ଜୟପାଟଣା ବ୍ଲକ କେନ୍ଦୁଗୁଡା ଗାଁର ମହେଶ୍ବର ବରବାଇ । ଜଙ୍ଗଲରେ ବାର୍ ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁର ମୃତ୍ୟୁ ହୋଇଥିବା ବନବିଭାଗ କହିଛି । ଭାଲୁର ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ପୋଲିସ ।

   Related Posts