ନବରଙ୍ଗପୁର ଡାକୁନୁଗୁଡା ଗାଁରୁ ଭାଲୁର ମୃତଦେହ ଉଦ୍ଧାର ; ଜଣେ ଗିରଫ, ଦୁଇ ଜଣ ଫେରାର
1/11/2018 at 10:24 AM

ନବରଙ୍ଗପୁର ୧|୧୧: ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ୍ ପୂଜାରିଗୁଡା ଡାକୁନୁଗୁଡା ଗାଁରୁ ଭାଲୁର ମୃତଦେହ ଉଦ୍ଧାର । ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ୨ ଜଣ ଖସିଯାଇଛନ୍ତି । ଗିରଫ ବ୍ୟକ୍ତି ହେଲେ କଳାହାଣ୍ଡି ଜୟପାଟଣା ବ୍ଲକ କେନ୍ଦୁଗୁଡା ଗାଁର ମହେଶ୍ବର ବରବାଇ । ଜଙ୍ଗଲରେ ବାର୍ ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁର ମୃତ୍ୟୁ ହୋଇଥିବା ବନବିଭାଗ କହିଛି । ଭାଲୁର ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ପୋଲିସ ।
Related Posts
ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ସମ୍ମେଟିଭ୍ ୨, ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023