Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବିଲରେ କାମ କରୁଥିବା ବେଳେ ଆକ୍ରମଣ କଲା ଭାଲୁ, ମହିଳା ଗୁରୁତର

29/08/2022 at 6:40 PM

ତେଲକୋଇ, ୨୯/୦୮: ତେଲକୋଇ ବନାଞ୍ଚଳର ଦାମୋଦର ଗୌଣି ଗାଁରେ ଭାଲୁ ଆତଙ୍କ ଦେଖିବାକୁ ମିଲିଛି । ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ସଲେଇକେନା ପଞ୍ଚାୟତ ଦାମୋଦରଗୌଣି ଗାଁ ଦଣ୍ଡାହୋଳି ସାହିର ଦୁଖିନି ନାୟକ ଏଥିରେ ଗୁରୁତର ହୋଇଛନ୍ତି । ଆଜି ଦୁଖିନି ଜମିକୁ ଧାନ ରୁଆ କାମପାଇଁ ଯାଇଥିଲେ। ଜମିରେ ଧାନ ରୁଆ କାମ କରୁଥିବା ବେଳେ ହଠାତ ଜଙ୍ଗଲରୁ ଭାଲୁ ଚାଲିଆସି ଆକ୍ରମଣ କରିଥିଲା । ଭାଲୁର ଆକ୍ରମଣରେ ଦୁଖିନି ଚିତ୍କାର କରିଥିଲେ । ଚିତ୍କାର ଶୁଣି ପାଖ ଜମିରେ କାମ କରୁଥିବା ଅନ୍ୟ ଲୋକମାନେ ଦୌଡ଼ି ଆସି ଭାଲୁକୁ ଘଉଡାଇଥିଲେ ଏବଂ ଭାଲୁ କବଳରୁ ଦୁଖିନିକୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ ।

   Related Posts