ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଏଲପିଜି ଡିଲରସିପ୍ ଯୋଗାଇଦେବା ନାଁ ଲୋକଙ୍କୁ ଠକୁଛନ୍ତି ନକଲି ସଂସ୍ଥା-ଜାଣନ୍ତୁ ଏ ବିଷୟରେ

19/11/2019 at 6:21 PM

ଭୁବନେଶ୍ୱର ୧୯।୧୧ –  ଏଲପିଜି ଡିଲରସିପ୍ ଯୋଗାଇ ଦେବା ପ୍ରତିଶ୍ରୁତିରେ ଲୋକଙ୍କୁ ଠକୁଛନ୍ତି ନକଲି ସଂସ୍ଥା । ଏଭଳି ଠକଙ୍କଠାରୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ଅଏଲ ମାର୍କେଟିଙ୍ଗ କମ୍ପାନୀ ।

 ଏଲପିଜି କମ୍ପାନୀ ଗୁଡ଼ିକର ଲୋଗୋକୁ ବ୍ୟବହାର କରି ଏମାନେ ସାଧାରଣ ଲୋକ ଓ ବ୍ୟବସାୟୀମାନଙ୍କୁ ଠକୁଛନ୍ତି । ସାରା ଦେଶରେ ଏଭଳି ଠକେଇ ସାମ୍ନାକୁ ଆସିଛି । ତେଣୁ ଗ୍ରାହକ, ବିତରକମାନେ କେବଳ ଅଫିସିଆଲ୍‌  ୱେବସାଇଟ୍  www.lpgvitarakchayan.in  ଏବଂ   www.petrolpumpdealerchayan.in ବ୍ୟବହାର କରିବାକୁ କୁହାଯାଇଛି ।

   Related Posts