ଏଲପିଜି ଡିଲରସିପ୍ ଯୋଗାଇଦେବା ନାଁ ଲୋକଙ୍କୁ ଠକୁଛନ୍ତି ନକଲି ସଂସ୍ଥା-ଜାଣନ୍ତୁ ଏ ବିଷୟରେ

Published By : Prameya-News7 Bureau | November 19, 2019 IST

ଭୁବନେଶ୍ୱର ୧୯।୧୧ -  ଏଲପିଜି ଡିଲରସିପ୍ ଯୋଗାଇ ଦେବା ପ୍ରତିଶ୍ରୁତିରେ ଲୋକଙ୍କୁ ଠକୁଛନ୍ତି ନକଲି ସଂସ୍ଥା । ଏଭଳି ଠକଙ୍କଠାରୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ଅଏଲ ମାର୍କେଟିଙ୍ଗ କମ୍ପାନୀ ।

 ଏଲପିଜି କମ୍ପାନୀ ଗୁଡ଼ିକର ଲୋଗୋକୁ ବ୍ୟବହାର କରି ଏମାନେ ସାଧାରଣ ଲୋକ ଓ ବ୍ୟବସାୟୀମାନଙ୍କୁ ଠକୁଛନ୍ତି । ସାରା ଦେଶରେ ଏଭଳି ଠକେଇ ସାମ୍ନାକୁ ଆସିଛି । ତେଣୁ ଗ୍ରାହକ, ବିତରକମାନେ କେବଳ ଅଫିସିଆଲ୍‌  ୱେବସାଇଟ୍  www.lpgvitarakchayan.in  ଏବଂ   www.petrolpumpdealerchayan.in ବ୍ୟବହାର କରିବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.