ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସରପଞ୍ଚଙ୍କ ଭିକ୍ଷାବୃତ୍ତି ଘଟଣା : ଘରେ ପହଞ୍ଚିଲେ ବିଡିଓ ଓ ତହସିଲଦାର, ୧୦ହଜାର ଟଙ୍କା ସହ ଦେଲେ କମ୍ବଳ

18/12/2021 at 6:01 PM

ଖଲ୍ଲିକୋଟ ୧୮।୧୨: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ସରପଞ୍ଚ ହେମ ନାୟକ ଭିକ୍ଷାବୃତ୍ତି ଘଟଣାରେ ସ୍ଥାନୀୟ ବିଡିଓ ଓ ତହସିଲଦାର ତାଙ୍କ ଘରେ ପହଞ୍ଚି ତଦନ୍ତ କରିଛନ୍ତି । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ । ଏଥିସହ ତହସିଲ ପକ୍ଷରୁ ରେଡ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ଶୀତରୁ ସୁରକ୍ଷା ପାଇଁ କମ୍ବଳ ହେମଙ୍କୁ ପ୍ରଦାନ କରାଯାଇଛି ।

   Related Posts