ସରପଞ୍ଚଙ୍କ ଭିକ୍ଷାବୃତ୍ତି ଘଟଣା : ଘରେ ପହଞ୍ଚିଲେ ବିଡିଓ ଓ ତହସିଲଦାର, ୧୦ହଜାର ଟଙ୍କା ସହ ଦେଲେ କମ୍ବଳ

Published By : Prameya-News7 Bureau | December 18, 2021 IST

ଖଲ୍ଲିକୋଟ ୧୮।୧୨: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ସରପଞ୍ଚ ହେମ ନାୟକ ଭିକ୍ଷାବୃତ୍ତି ଘଟଣାରେ ସ୍ଥାନୀୟ ବିଡିଓ ଓ ତହସିଲଦାର ତାଙ୍କ ଘରେ ପହଞ୍ଚି ତଦନ୍ତ କରିଛନ୍ତି । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ । ଏଥିସହ ତହସିଲ ପକ୍ଷରୁ ରେଡ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ଶୀତରୁ ସୁରକ୍ଷା ପାଇଁ କମ୍ବଳ ହେମଙ୍କୁ ପ୍ରଦାନ କରାଯାଇଛି ।

{"id":561477,"width":753,"height":414,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.