oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

IPLକୁ ନେଇ BCCIର ନୂଆ ନିୟମ! ଏଣିକି ୧୧ ନୁହେଁ ଖେଳିବେ ୧୫ ଖେଳାଳି

17/09/2022 at 10:38 AM

ନୂଆଦିଲ୍ଲୀ ୧୭/୦୯: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ) ବର୍ତ୍ତମାନ ଏକ ନୂଆ ନିୟମ ପ୍ରଣୟନ କରିବାକୁ ପ୍ରସ୍ତୁତ ହେଉଛି । ବିଶେଷ କରି IPL ରେ ଲାଗୁ ହେବ ନୂଆ ନିୟମ । ଏହି ନିୟମ ଆଧାରରେ ୧୧ ଖେଳାଳି ନୁହେଁ ୧୫ ବଦଳରେ ମ୍ୟାଚ୍ ଖେଳିବାକୁ ଯୋଗ୍ୟ ହେବେ । ଏହି ନିୟମକୁ ଅଧିନରେ ଖେଳିବେ ‘ଇମ୍ପାକ୍ଟ ପ୍ଲେୟାର’ ।

ନିୟମର ପରୀକ୍ଷା ପାଇଁ ଏହା ପ୍ରଥମେ ଘରୋଇ କ୍ରିକେଟ୍ ରେ ଲାଗୁ ହେବ । ଏହି ପର୍ଯ୍ୟାୟରେ, ବିସିସିଆଇ ଅକ୍ଟୋବର ୧୧ରୁ ଖେଳାଯିବାକୁ ଥିବା T-20 ସୟଦ ମୁସତାକ୍ ଅଲି କ୍ରିକେଟରେ ଏହାକୁ ଲାଗୁ କରାଯିବ । ଘରୋଇ କ୍ରିକେଟରେ ଟେଷ୍ଟ କରିବା ପରେ ଏହି ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଆସନ୍ତା ବର୍ଷର ଆଇପିଏଲ୍ ୨୦୨୩ ସିଜନରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ ।

ସୂଚନା ଥାଉକି, ଏହି ନିୟମ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟ ବିଗ୍ ବାସ୍ ଲିଗ୍ (ବିବିଏଲ୍) ରେ ‘ଏକ୍ସ ଫ୍ୟାକ୍ଟର୍’ ନାମରେ ମଧ୍ୟ ପ୍ରଯୁଜ୍ୟ ଅଛି । କିନ୍ତୁ ୧୫ ବଦଳରେ ୧୩ ଖେଳାଳି ଖେଳିବାକୁ ଅନୁମତି ଅଛି । ବିସିସିଆଇ ସମସ୍ତ ରାଜ୍ୟକୁ ଏକ ସର୍କୁଲାର ପଠାଇଛି । ଏଥିରେ କୁହାଯାଇଛି, ‘ଟି-୨୦ କ୍ରିକେଟର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ କିଛି ନୂଆ କରିବାକୁ ପ୍ରସ୍ତୁତି ଚାଲିଛି ।

   Related Posts