ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଆସନ୍ତା ୧୮ରେ ବସିବ ବିସିସିଆଇ ସାଧାରଣ ପରିଷଦ ବୈଠକ, ନିର୍ବାଚିତ ହେବେ ନୂଆ ସଭାପତି

26/09/2022 at 11:08 AM

ମୁମ୍ବାଇ ୨୬।୦୯ : ଆସନ୍ତା ମାସ ୧୮ ତାରିଖରେ ବିସିଆଇ ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ ପାଇଁ ନିଷ୍ପତ୍ତି ନେଇଛି । ସଭାପତି, ଉପ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଆୟୋଜନ କରାଯିବ ।

ସୁପ୍ରିମ କୋର୍ଟଙ୍କ ନୂତନ ଶୁଣାଣି ଅନୁଯାୟୀ ବର୍ତ୍ତମାନ ବୋର୍ଡର ସଭାପତି ଓ ସମ୍ପାଦକ ଥିବା ସୌରଭ ଗାଙ୍ଗୁଲି ଓ ଜୟ ଶାହ ଆଉ ଥରେ ନିଜ ନିଜ ପଦବୀ ପାଇଁ ନିର୍ବାଚର ଲଢି ପାରିବେ। ବିସିସିଆଇ ଦ୍ୱାରା ନିଯୁକ୍ତ ନିର୍ବାଚନ ଅଧିକାରୀ ଏ କେ ଜୋତି ସମସ୍ତ ସ୍ଥାୟୀ ରାଜ୍ୟ ଆସୋସିଏସନ୍‌ ସଦସ୍ୟଙ୍କ ପାଇଁ ଏକ ୭ ପୃଷ୍ଠା ସମ୍ବଳିତ ନିର୍ବାଚନ କାର୍ଯ୍ୟସୂଚୀ ଜାରି କରିଛନ୍ତି । ରାଜ୍ୟ ଆସୋସିଏସନ ସଦସ୍ୟମାନେ ୪ ତାରିଖ ଅପରାହ୍ଣ ୬.୦୦ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିବେ । ୧୮ ତାରିଖରେ ନିର୍ବାଚନ ଆୟୋଜନ କରାଯିବ ଏବଂ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବ ।

   Related Posts