ବ୍ୟାଟେରି ଚୋର ଗ୍ୟାଙ୍ଗ୍ ଗିରଫ; ୭୦ ବ୍ୟାଟେରି ଓ ୩ ଗାଡ଼ି ଜବତ
18/02/2023 at 6:48 PM

ଯାଜପୁର ୧୮/୦୨: ବ୍ୟାଟେରି ଚୋର ଗ୍ୟାଙ୍ଗ୍କୁ ଧରିବାରେ ପୋଲିସ ସଫଳ ହୋଇଛି। ଏହି ଅଭିଯୋଗରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୭୦ଟି ବ୍ୟାଟେରି, ୩ଟି ଗାଡ଼ି ଜବତ ହୋଇଛି। ଗିରଫ ଅଭିଯୁକ୍ତ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି। ଏହି ଅଭିଯୁକ୍ତମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ଏନେଇ ଯାଜପୁର ଏସଡିପିଓ ସରୋଜ ଉପାଧ୍ୟାୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023