LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ; କୃଷି ମନ୍ତ୍ରୀ କହିଲେ ତଦନ୍ତ ପରେ ପଦକ୍ଷେପ

3/05/2018 at 9:37 AM

ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ… ଅବସ୍ଥା ଗୁରୁତର ହେବାରୁ ବୁର୍ଲ୍ଲା ସ୍ଥାନାନ୍ତର… ଅଦିନିଆ ବର୍ଷାରେ ଫସଲ ହାନୀ ଯୋଗୁଁ ଧାରଣାରେ ବସିଥିଲେ ଚାଷୀ… କୃଷି ମନ୍ତ୍ରୀ କହିଲେ, ତଦନ୍ତ ପରେ ପଦକ୍ଷେପ…
ବରଗଡ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ
ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା :-
ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଚାଷୀଙ୍କ ପାଇଁ ଅନେକ ଯୋଜନା କରିଛୁ
ଚାଷୀ ଉନ୍ନତି ପଥରେ ଆଗେଇ ଚାଲିଛନ୍ତି
କିନ୍ତୁ ଏପଟେ ଚାଷୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଫସଲ ହାନିକ୍ଷତି ଟଙ୍କା ନପାଇ ବିଷ ପିଇ ଆତ୍ମହତ୍ୟା କରିବା ପୀଡାଦାୟକ
ମାନସିକ ସନ୍ତୁଳନ ହରାଇ ଚାଷୀ ଆତ୍ମହତ୍ୟା କରୁଛି
ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ, ସେମାନଙ୍କୁ କ୍ଷତିପୂରଣ ଦିଅନ୍ତୁ

Leave a Reply

   Related Posts