ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଟକରେ ଖୋଲିଲା ବାର୍ବିକ୍ୟୁ ନେସନ୍‌ର ନୂଆ ରେଷ୍ଟୁରାଣ୍ଟ; ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ରିହାତି ସୁବିଧା

20/10/2022 at 7:03 PM

କଟକ ୨୦/୧୦: କଟକରେ ବାର୍ବିକ୍ୟୁ ନେସନର ନୂଆ ଆଉଟଲେଟ (ରେଷ୍ଟୁରାଣ୍ଟ) ଖୋଲିଛି। କଟକ ଜେଲ୍‌ ରୋଡ୍‌ରେ ଥିବା ନେତାଜୀ ଆର୍କେଡରେ ଏହି ଆଉଲେଟ ଖୋଲିଛି। ଏଠାରେ ଏକାସାଙ୍ଗେ ୧୮୦ ଜଣ ବସି ଖାଇ ପାରିବେ। ଏଠାରେ କର୍ପୋରେଟ ଲଞ୍ଚ ଓ ପରିବାର ସହ ଆସି ଏହି ଭୋଜନାଳୟର ମଜା ନେଇ ପାରିବେ। ବାର୍ବିକ୍ୟୁ ନେସନ ବୁଫେଟରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟର ମଜା ନେଇ ପାରିବେ ଗ୍ରାହକ। ଏହାସହ ଲାଇଭ ଲଞ୍ଚର ମଧ୍ଯ ମଜା ନେଇ ପାରିବେ। ତା ଛଡା ବିଭିନ୍ନ ପ୍ରକାର ଡ୍ରିଙ୍କସ୍‌ ସାଙ୍ଗକୁ ବିଭିନ୍ନ ଷ୍ଟାଟର ଖାଦ୍ଯର ମଧ୍ୟ ମଜାନେଇ ପାରିବେ। ଏହି ରେଷ୍ଟୁରାଣ୍ଟରେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ରିହାତି ସୁବିଧା ଥିବା କହିଛନ୍ତି କହିଛନ୍ତି ବାର୍ବିକ୍ୟୁର ମ୍ୟାନେଜର।

   Related Posts