କଟକରେ ଖୋଲିଲା ବାର୍ବିକ୍ୟୁ ନେସନ୍‌ର ନୂଆ ରେଷ୍ଟୁରାଣ୍ଟ; ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ରିହାତି ସୁବିଧା

Published By : Prameya-News7 Bureau | October 20, 2022 IST

କଟକ ୨୦/୧୦: କଟକରେ ବାର୍ବିକ୍ୟୁ ନେସନର ନୂଆ ଆଉଟଲେଟ (ରେଷ୍ଟୁରାଣ୍ଟ) ଖୋଲିଛି। କଟକ ଜେଲ୍‌ ରୋଡ୍‌ରେ ଥିବା ନେତାଜୀ ଆର୍କେଡରେ ଏହି ଆଉଲେଟ ଖୋଲିଛି। ଏଠାରେ ଏକାସାଙ୍ଗେ ୧୮୦ ଜଣ ବସି ଖାଇ ପାରିବେ। ଏଠାରେ କର୍ପୋରେଟ ଲଞ୍ଚ ଓ ପରିବାର ସହ ଆସି ଏହି ଭୋଜନାଳୟର ମଜା ନେଇ ପାରିବେ। ବାର୍ବିକ୍ୟୁ ନେସନ ବୁଫେଟରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟର ମଜା ନେଇ ପାରିବେ ଗ୍ରାହକ। ଏହାସହ ଲାଇଭ ଲଞ୍ଚର ମଧ୍ଯ ମଜା ନେଇ ପାରିବେ। ତା ଛଡା ବିଭିନ୍ନ ପ୍ରକାର ଡ୍ରିଙ୍କସ୍‌ ସାଙ୍ଗକୁ ବିଭିନ୍ନ ଷ୍ଟାଟର ଖାଦ୍ଯର ମଧ୍ୟ ମଜାନେଇ ପାରିବେ। ଏହି ରେଷ୍ଟୁରାଣ୍ଟରେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ରିହାତି ସୁବିଧା ଥିବା କହିଛନ୍ତି କହିଛନ୍ତି ବାର୍ବିକ୍ୟୁର ମ୍ୟାନେଜର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.