କଟକଣାକୁ ବେଖାତିର, ଧାର୍ଯ୍ୟ ସମୟ ପରେ ବି ଖୋଲୁଛି ବାର୍
26/03/2023 at 2:57 PM

ବାରଙ୍ଗ ୨୬।୦୩ : ପ୍ରଶାସନର କଟକଣାକୁ ପୁଣି ବାର୍ ମାଲିକଙ୍କ ବେଖାତିର। ଧାର୍ଯ୍ୟ ସମୟ ପରେ ରାଜଧାନୀରେ ଖୋଲିଲା ବାର୍। ସରକାର ଏବଂ ପ୍ରଶାସନର କଟକଣାକୁ ଫୁ କରି ଦେଇଛନ୍ତି ବାର୍ ମାଲିକ।
ଖବର ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଥିବା ବିଭିନ୍ନ ବାର୍ ଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁ ଥିବା ନଜର ଆସିଛି। ବିଶେଷ କରି ଡିଷ୍ଟ୍ରିକ୍ଟ୍ ସେଣ୍ଟରରେ ଥିବା ଏମ୍ବାସି ଓ ମିଡ଼ିଲଟନ୍ ବାର୍ କୁ ପୁଲିସ୍ ଯାଇଥିଲେ ମଧ୍ୟ ବାର୍ ଖୋଲିଥିଲେ ଏହି ଦୁଇ ବାର୍ ମାଲିକ। ବିଗତ ଦିନରେ ବିଳମ୍ବିତ ରାତିରେ ବାର୍ ଖୋଲିବା ଉପରେ କଟକଣା ଲାଗିଥିବା ବେଳେ ଏବେ ପୁଣି ଥରେ ସେସବୁ ଖୋଲିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023