Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାରଙ୍ଗ ଥାନା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

18/12/2022 at 10:40 AM

ବାରଙ୍ଗ1୧୮/୧୨: ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାରଙ୍ଗ ଥାନା ଏଏସଆଇଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ଅଶୋକ ପ୍ରଧାନ ବାରଙ୍ଗ ଥାନରେ କାର୍ଯ୍ୟରତ ଥିଲେ । ନନ୍ଦନକାନନ ପଦାସାହି ବାସଭବନରୁ ବେକରେ ରଶି ଲାଗି ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତର କାରଣ ଅସ୍ପଷ୍ଟ ରହିଥିବାବେଳେ ଏଏସଆଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

   Related Posts