ବାରଙ୍ଗ ଥାନା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | December 18, 2022 IST

ବାରଙ୍ଗ1୧୮/୧୨: ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାରଙ୍ଗ ଥାନା ଏଏସଆଇଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ଅଶୋକ ପ୍ରଧାନ ବାରଙ୍ଗ ଥାନରେ କାର୍ଯ୍ୟରତ ଥିଲେ । ନନ୍ଦନକାନନ ପଦାସାହି ବାସଭବନରୁ ବେକରେ ରଶି ଲାଗି ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତର କାରଣ ଅସ୍ପଷ୍ଟ ରହିଥିବାବେଳେ ଏଏସଆଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.