ବରମୁଣ୍ଡା ବସ ଟର୍ମିନସ ନେଇ ସମୀକ୍ଷା ବୈଠକ ; ଉନ୍ନତିକରଣ ପାଇଁ ୧୮୫ କୋଟି ଟଙ୍କା ବ୍ୟୟ ବରାଦ
30/05/2018 at 11:59 AM

ଅନ୍ତଃରାଜ୍ୟ ବରମୁଣ୍ଡା ବସ ଟର୍ମିନସ ନେଇ ସମୀକ୍ଷା ବୈଠକ
ମୁଖ୍ୟ ଶାସନ ସଚିବକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ବୈଠକ ପରେ ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାରଙ୍କ ସୂଚନା
OSRTCର ବସକୁ ଖଣ୍ଡଗିରି ପାଖରେ ଥିବା ଆଇଡିଆଲ୍ ପାର୍କିଂ ଟର୍ମିନାଲରେ ରାତିରେ ପାର୍କିଂ କରାଯିବ
ଏହାର ଉନ୍ନତିକରଣ ପାଇଁ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ
ଜୁନ ଶେଷ ସପ୍ତାହରେ ଏନେଇ ଚୁକ୍ତି ସ୍ବାକ୍ଷରିତ ହେବ
୧୫ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ
Related Posts
କାର୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
1 June 2023