ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ହେବ କଳାକାର ଚୟନ, କାର୍ଯ୍ୟକାରୀ କମିଟିର ବୈଠକ

Published By : Prameya-News7 Bureau | October 17, 2022 IST

ବରଗଡ଼, ୧୭/୧୦: ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ହେବ କଳାକାର ଚୟନ । ଏନେଇ କାର୍ଯ୍ୟକାରୀ କମିଟି ଓ ଜିଲ୍ଲାପାଳ ମନୀଷା ବେନାର୍ଜୀଙ୍କ ଅଧ୍ୟକ୍ଷତାରେ ଭୋଟିଂ ଜରିଆରେ ନିଷ୍ପତ୍ତି ନିଆଯାଇଛି । ଅତିଶୀଘ୍ର ନୂତନ କଳାକାର ଚୟନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଡିସେମ୍ବର ୨୭ରୁ ଜାନୁଆରୀ ୬ ପର୍ଯ୍ୟନ୍ତ ଧନୁଯାତ୍ରା ଆରମ୍ଭ ହେବ । ଆସନ୍ତା ୧୦ ନଭେମ୍ବର ସୁଦ୍ଧା ସମସ୍ତ କଳାକାର ଚୟନ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.