Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ହେବ କଳାକାର ଚୟନ, କାର୍ଯ୍ୟକାରୀ କମିଟିର ବୈଠକ

17/10/2022 at 10:18 PM

ବରଗଡ଼, ୧୭/୧୦: ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ହେବ କଳାକାର ଚୟନ । ଏନେଇ କାର୍ଯ୍ୟକାରୀ କମିଟି ଓ ଜିଲ୍ଲାପାଳ ମନୀଷା ବେନାର୍ଜୀଙ୍କ ଅଧ୍ୟକ୍ଷତାରେ ଭୋଟିଂ ଜରିଆରେ ନିଷ୍ପତ୍ତି ନିଆଯାଇଛି । ଅତିଶୀଘ୍ର ନୂତନ କଳାକାର ଚୟନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଡିସେମ୍ବର ୨୭ରୁ ଜାନୁଆରୀ ୬ ପର୍ଯ୍ୟନ୍ତ ଧନୁଯାତ୍ରା ଆରମ୍ଭ ହେବ । ଆସନ୍ତା ୧୦ ନଭେମ୍ବର ସୁଦ୍ଧା ସମସ୍ତ କଳାକାର ଚୟନ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି ।

   Related Posts