Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର, ଅନ୍ୟଜଣେ ନିଖୋଜ
  • ||
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଭିଡିଓ ଭାଇରାଲ ପରେ ଆକ୍ସନ ମୋଡ୍‌ରେ କମିଶନରେଟ୍ ପୋଲିସ୍‌, ସିଲ୍‌ କଲା ବାର୍

16/08/2020 at 6:45 PM

ଭୁବନେଶ୍ବର୧୬/୮:  କରୋନା କଟକଣା ଭିତରେ ରାଜଧାନୀରେ ଚାଲିଛି ବେଧଡକ ଚୋରା ମଦ କାରବାର।କରୋନା ଭୟରେ ଲୋକେ ଘରେ ରହୁଥିବା ବେଳେ ରାସ୍ତା-ଘାଟରେ ମଦ୍ୟପଙ୍କ ଉତ୍ପାତ ବଢ଼ିବାର ଲାଗିଛି।ଏହି ପରିପ୍ରେକ୍ଷୀରେ ରବିବାର ବଜାର-ଘାଟ ଏବଂ ପୁରା  ରାଜଧାନୀ ସଟଡାଉନ୍‌ ଥିବା  ସତ୍ତ୍ବେ ଭୁବନେଶ୍ବର ଗ୍ୟାରେଜ୍‌ ଛକରେ ଚାଲିଥିବା ଚୋର ମଦ କାରବାରର ସମସ୍ତ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ଆକ୍ସନ ମୋଡକୁ ଆସିଛି କମିଶନରେଟ୍ ପୋଲିସ୍। ଏହି ଘଟଣା ପରେ ବିଏମ୍‌ସି ଏବଂ କମିଶନରେଟ୍ ପୋଲିସ ରାଜଧାନୀର ସେହି ବାରକୁ ସିଲ୍‌ କରିଛନ୍ତି।

   Related Posts