ଦ୍ଵିତୀୟ ଥର ବାପା ହେଲେ ବାପି ଲେହିରିଙ୍କ ପୁଅ ବପ୍ପା, କହିଲେ-‘ବାପି ଇସ୍‌ ବ୍ୟାକ୍‌’

ମୁମ୍ଵାଇ ୦୧।୦୬: ହିନ୍ଦୀ ଚଳଚ୍ଚିତ୍ରରେ ସବୁଠୁ ଫାଷ୍ଟ ସଙ୍ଗୀତ ଦେବାର ଶ୍ରେୟ ବାପି ଲେହିରିଙ୍କୁ ଦିଆଯାଇଛି । ବାପି ଲେହିରି ତାଙ୍କ କ୍ୟାରିୟରରେ ନିଜର କ୍ୟାରିୟରରେ ଏକରୁ ଏକାଧିକ ସଙ୍ଗୀତ ଦେଇଛନ୍ତି। ଯାହା ଆଜି ବି ଆମ ମନରେ ରହିଛି। ହେଲେ ବର୍ତ୍ତମାନ ଏହି ସଙ୍ଗୀତ ନିର୍ଦ୍ଦେଶକ ଆମ ମଧ୍ୟରେ ନାହାଁନ୍ତି।  କିନ୍ତୁ ଯଦି ସେ ବଞ୍ଚିଥାନ୍ତେ ତେବେ ସେ ଦ୍ୱିତୀୟ ଥର ପାଇଁ ତାଙ୍କ ଜେଜେବାପା ହେବାର ସୁଖ ଉପଭୋଗ କରିଥାନ୍ତେ । ନିକଟରେ ବାପି … Continue reading ଦ୍ଵିତୀୟ ଥର ବାପା ହେଲେ ବାପି ଲେହିରିଙ୍କ ପୁଅ ବପ୍ପା, କହିଲେ-‘ବାପି ଇସ୍‌ ବ୍ୟାକ୍‌’