ମାଗଣା ନୁହେଁ ୨୦୦୦ ଟଙ୍କା ନୋଟ୍ ବଦଳାଇବା, ବ୍ୟାଙ୍କ ଅସୁଲ କରିବେ ଚାର୍ଜ ଓ GST

ନୂଆଦିଲ୍ଲୀ ୨୪।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ଘୋଷଣା ପରେ ନୋଟ୍ ବଦଳାଇବା ପାଇଁ ପୁଣି ଥରେ ବ୍ୟାଙ୍କରେ ଠେଲାପେଲା ଆରମ୍ଭ ହୋଇଯାଇଛି। ଆରବିଆଇ ଗଭର୍ଣ୍ଣର ସେପ୍ଟେମ୍ବର ୩୦ ସୁଦ୍ଧା ୨ ହଜାର ଟଙ୍କା ନୋଟ ଚଳନ୍ତି  ରହିବ ବୋଲି କହିଛନ୍ତି, ହେଲେ ତା ପୂର୍ବରୁ ନୋଟକୁ ବ୍ୟାଙ୍କରେ ବଦଳାଇ ଦେବା ବା ଜମା କରିଦେବା ଦରକାର ବୋଲି କହିଛନ୍ତି। ସେହି ଅନୁସାରେ ବ୍ୟାଙ୍କମାନେ ମେ ୨୩ ତାରିଖରୁ ନୋଟ ବଦଳାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆରବିଆଇ … Continue reading ମାଗଣା ନୁହେଁ ୨୦୦୦ ଟଙ୍କା ନୋଟ୍ ବଦଳାଇବା, ବ୍ୟାଙ୍କ ଅସୁଲ କରିବେ ଚାର୍ଜ ଓ GST