vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ବ୍ୟାଙ୍କ ଧର୍ମଘଟ : Bigstory Followup

31/05/2018 at 8:59 AM

ଦ୍ବିତୀୟ ଦିନରେ ବ୍ୟାଙ୍କ ଧର୍ମଘଟ । ଗତକାଲିଠାରୁ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବନ୍ଦ ରହିଛି । ୨ ପ୍ରତିଶତ ଦରମା ବୃଦ୍ଧି ପ୍ରତିବାଦରେ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟର ବିଭିନ୍ନ ସହର ବଲାଙ୍ଗୀର ,ବ୍ରହ୍ମପୁର,ବାଲେଶ୍ବର,ରାଉରକେଲା ,ସମ୍ବଲପୁର ଭଳି ପ୍ରମୁଖ ସହରରେ ରାଷ୍ଟ୍ରାୟତ ବ୍ୟାଙ୍କ ଧର୍ମଘଟ ଯୋଗୁ ଗ୍ରାହକ ସେବା ଗୁରୁତର ପ୍ରଭାବିତ ହୋଇଛି । ରାଜ୍ୟରେ ୫ ହଜାରରୁ ଅଧିକ ବ୍ୟାଙ୍କ ଶାଖାରେ ବନ୍ଦ ରହିବା ଯେ।ଗୁଁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହେ।ଇଛି । ଗତକାଲି ପ୍ରାୟ ଏକ ହଜାର କେ।ଟି ଟଙ୍କାର କାରବାର ଠପ୍ ହେ।ଇଯାଇଛି । ଆଜି ମଧ୍ୟ ବିଭିନ୍ନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ବନ୍ଦ ଯେ।ଗୁଁ ଏଟିଏମରୁ ଟଙ୍କା ଉଠାଣ ପ୍ରଭାବିତ ହେ।ଇଛି । କମ ହାର ବେତନ ବୃଦ୍ଧିକୁ ବିରେ।ଧ କରି ବ୍ୟାଙ୍କ ଧର୍ମଘଟ ଡାକରା ଦେଇଥିଲା ୟୁନାଇଟେଡ୍ ଫେ।ରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ।

Leave a Reply

   Related Posts