ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଲୁଟିଲେ ବ୍ୟାଙ୍କ୍
3/02/2023 at 10:17 AM

ଆଠମଲ୍ଲିକ ୦୩/୦୨: ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ । ତାଲା ଭାଙ୍ଗି ବ୍ୟାଙ୍କ ଲୁଟିଛନ୍ତି । ଏହାସହ ଲାଗିଥିବା ସିସିଟିଭିକୁ ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ ।
ସୂଚନା ଥାଉକି, ଅନୁଗୁଳ ଜିଲ୍ଲାର କିଆକଟା ଥାନା ନିକଟରେ ଥିବା ଗ୍ରାମ୍ୟ ବ୍ୟାଙ୍କରେ ଗତ ରାତିରେ କିଛି ଦୁର୍ବୃତ୍ତ ପଶି ବ୍ୟାଙ୍କରେ ଲୁଟ୍ କରିଛନ୍ତି । ଏମିତିକି ବ୍ୟାଙ୍କରେ ଲାଗିଥିବା cctv କୁ ଭାଙ୍ଗି ଦେଇଛନ୍ତି । କିନ୍ତୁ ସିସିଟିଭିର ହାର୍ଡ଼ ଡିସ୍କକୁ ନେଇ ପାରି ନାହାନ୍ତି ଲୁଟେରା । ତେବେ ବ୍ୟାଙ୍କର ମୁଖ୍ୟ ଫାଟକରେ ଥିବା ତାଲା ଭାଙ୍ଗିଦିଆଯାଇଛି । ସେପଟେ ଲୁଟ୍ ହୋଇଥିବା ଜାଣି ସାଇଣ୍ଟିଫିକ ଟିମ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023