ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଏସିଆ କପ୍: ମୁଜିବ ଏବଂ ରଶିଦଙ୍କ ଶାଣିତ ବୋଲିଂ, ୧୨୭ ରନରେ ଅଟକିଲା ବାଂଲାଦେଶ

30/08/2022 at 9:23 PM

ସାରଜା: ଏସିଆ କପ୍‌ରେ  ନିଜର ଦ୍ଵିତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନର ମୁଜିବ ଉର ରେହମାନ ଏବଂ ରଶିଦ ଖାନଙ୍କ ଶାଣିତ ବୋଲିଂ କାରଣରୁ ଶ୍ରୀଲଙ୍କା ବଡ ସ୍କୋର କରି ପାରିନାହିଁ। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୨୭ ରନ କରିଛି। ମୋସାଡେକ  ହୋସେନଙ୍କ ଅପରାଜିତ ୪୮ ରନର ଲଢୁଆ ଇନିଂସ ବଳରେ ବାଂଲାଦେଶ ଏହି ସ୍କୋରରେ ପହଞ୍ଚି ପାରିଛି। ତାଙ୍କ ବ୍ୟତୀତ ମହମଦୁଲ୍ଲା ୨୫ ରନ କରିଛନ୍ତି। ମୁଜିବ ୧୬ ରନ ଦେଇ ୩ ଏବଂ ରଶିଦ ୨୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଏହି ମ୍ୟାଚ୍ ଜିତିବା ପାଇଁ ଆଫଗାନିସ୍ତାନ ସମ୍ମୁଖରେ ୧୨୮ ରନର ବିଜୟ ଲକ୍ଷ୍ୟ ରହିଛି। ଏହା ପୂର୍ବରୁ ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

   Related Posts