AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ଗଞ୍ଜାମ ବାଲିପଦରେ ମହୋତ୍ସବ,  ଉଦଘାଟନ କଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

8/01/2023 at 3:49 PM

ଭଞ୍ଜନଗର 08/01: ଗଞ୍ଜାମ ଜିଲ୍ଲା ବାଲିପଦର ଠାରେ କୃଷ୍ଣସାର ମହୋତ୍ସବ ଆୟଜିତ ହୋଇଛି।  କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି।

ଅଞ୍ଚଳର କଳା ସଂସ୍କୃତି ଓ ଗଞ୍ଜାମର ଗର୍ବଗୌରବ କୃଷ୍ଣସାର ମୃଗନାମରେ ନାମିତ ଏହି ମହାତ୍ସବରେ ଅଂଚଳର କଳାକାର ତଥା ରାଜ୍ୟର ବିଭିନ୍ନ କଳାକାର ଉପସ୍ଥିତ ରହି ମଞ୍ଚରେ କଳା ପଦର୍ଶନ କରିଛନ୍ତି l ବିଭିନ୍ନ ନାଚ ଗୀତ ସହ ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ଝୁମିଛନ୍ତି। ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ବାଲିପଦର ଠାରେ ମହୋତ୍ସବ ହୋଇଥିବାରୁ ଶୀତୁଆ ରାତିରେ ଦର୍ଶକ ଭରପୁର ମଜା ନେଉଛନ୍ତି।  ଏହି ମହୋତ୍ସବ ଆସନ୍ତା 9ତାରିଖ ପର୍ଯ୍ୟନ୍ତ ଚାଲିବା l

   Related Posts