ଗଞ୍ଜାମ ବାଲିପଦରେ ମହୋତ୍ସବ,  ଉଦଘାଟନ କଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

Published By : Prameya-News7 Bureau | January 08, 2023 IST

ଭଞ୍ଜନଗର 08/01: ଗଞ୍ଜାମ ଜିଲ୍ଲା ବାଲିପଦର ଠାରେ କୃଷ୍ଣସାର ମହୋତ୍ସବ ଆୟଜିତ ହୋଇଛି।  କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦଘାଟନ କରିଛନ୍ତି।

ଅଞ୍ଚଳର କଳା ସଂସ୍କୃତି ଓ ଗଞ୍ଜାମର ଗର୍ବଗୌରବ କୃଷ୍ଣସାର ମୃଗନାମରେ ନାମିତ ଏହି ମହାତ୍ସବରେ ଅଂଚଳର କଳାକାର ତଥା ରାଜ୍ୟର ବିଭିନ୍ନ କଳାକାର ଉପସ୍ଥିତ ରହି ମଞ୍ଚରେ କଳା ପଦର୍ଶନ କରିଛନ୍ତି l ବିଭିନ୍ନ ନାଚ ଗୀତ ସହ ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ଝୁମିଛନ୍ତି। ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ବାଲିପଦର ଠାରେ ମହୋତ୍ସବ ହୋଇଥିବାରୁ ଶୀତୁଆ ରାତିରେ ଦର୍ଶକ ଭରପୁର ମଜା ନେଉଛନ୍ତି।  ଏହି ମହୋତ୍ସବ ଆସନ୍ତା 9ତାରିଖ ପର୍ଯ୍ୟନ୍ତ ଚାଲିବା l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.