ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବାଲିଯାତ୍ରା ପାଇଁ ଶେଷ ପର୍ଯ୍ୟାୟ ପ୍ଲଟ ବୁକିଂ ଆରମ୍ଭ, ବାଦ ପଡିଥିବା ବ୍ୟବସାୟୀଙ୍କୁ ଅଗ୍ରାଧିକାର

1/11/2022 at 9:23 PM

ଆଙ୍କର-କଟକ ବାଲିଯାତ୍ରା ପାଇଁ ମଙ୍ଗଳବାରଠାରୁ ଶେଷ ପର୍ଯ୍ୟାୟ ପ୍ଲଟ ବୁକିଂ ଆରମ୍ଭ ହୋଇଛି। ଯେଉଁ ପ୍ଲଟ ଗୁଡିକ ନିଲାମୀ ପରେ ବିଳି ପଡିଥିଲା ଆଜିଠାରୁ ସେହି ପ୍ଲଟ ଗୁଡିକର ସ୍ପଟ ବୁକିଂ ଓ ଅକ୍ସନ୍ କରାଯାଉଛି । ଯେଉଁ ବ୍ୟବସାୟୀମାନେ ସାଧାରଣ ନିଲାମୀ ବେଳେ ବାଦ୍ ପଡିଯାଇଥିଲେ ସେମାନଙ୍କୁ ଏହି ସ୍ପଟ୍ ଅକ୍ସନରେ ଅଗ୍ରାଧିକାର ଦିଆଯାଉଛି ।

ଅନ୍ୟପଟେ ବାଲିଯାତ୍ରାର ଅନେକ ପୁରୁଣା ବ୍ୟବସାୟୀ ନିଲାମୀରେ ପ୍ଲଟ ନପାଇ ଫେରିଯାଉଥିବା ଦେଖାଯାଇଛି । ଆଜି ବଳି ପଡିଥିବା ପ୍ରାୟ ୨ଶହ ୫୦ଟି ପ୍ଲଟର ସ୍ପଟ୍ ନିଲାମୀ ଆରମ୍ଭ ହୋଇଛି। ଅନ୍ୟପଟେ ବାଲିଯାତ୍ରା ପଡିଆରେ ପ୍ରସ୍ତୁତି ତ୍ବରାନ୍ବିତ ହୋଇଛି।

   Related Posts