ବକୁଳବନର ବିକାଶ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିଟି
3/05/2018 at 10:36 AM

ଅର୍ଥ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଛନ୍ତି ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ପୁରୀ ଜିଲ୍ଲାପାଳ, ଶିକ୍ଷା ଓ ଆଇନ ବିଭଗର ବରିଷ୍ଠ ଅଧିକାରୀ ଏବଂ ଲୋକ ସେବକ ମଣ୍ଡଳର ଅଧିକାରୀ | କମିଟି ୧୫ ଦିନ ମଧ୍ୟରେ ବକୁଳବନ ପରିଦର୍ଶନ କରିବ ଓ ସ୍ଥିତି ପରଖିବା | କମିଟିର ରିପୋର୍ଟ ଆଧାରରେ ବକୁଳବନର ବିକାଶ କାର୍ଯ୍ୟ ଆରମ୍ଭ ହେବ | ବକୁଳବନର ବିକାଶ ପାଇଁ ସରକାର ୭କୋଟି ବଜେଟ ରଖିଛନ୍ତି |
Related Posts
ଲମତାପୁଟରେ ଶୀତର ପହିଲି ଝଲକ, ୧୫ ଡିଗ୍ରୀକୁ ତଳକୁ ଖସିଲା ପାରଦ
5 October 2023
ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି, ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
5 October 2023